Kaalia Re Tote Chahin Dele
Anjali Mishra
4:04ମୟୂର ଚୂଳିଆ କାହ୍ନା ହାଏ ହାଏ ରେ ହାଏ କଦମ୍ବ ମୂଳିଆ କାହ୍ନା ହାଏ ହାଏ ରେ ହାଏ ମୟୂର ଚୂଳିଆ କାହ୍ନା ହାଏ ହାଏ ରେ ହାଏ କଦମ୍ବ ମୂଳିଆ କାହ୍ନା ହାଏ ହାଏ ରେ ହାଏ ଯମୁନା କୂଳିଆ କାହ୍ନା ହାଏ ରେ ତୋ ଲାଗି ଜୁଆରିଆ ମନ ଯମୁନା ତୋ ଲାଗି ଜୁଆରିଆ ମନ ଯମୁନା । ମୟୂର ଚୂଳିଆ କାହ୍ନା ହାଏ ହାଏ ରେ ହାଏ କଦମ୍ବ ମୂଳିଆ କାହ୍ନା ହାଏ ହାଏ ରେ ହାଏ ସଙ୍ଗୀତ ଚାହାଣି ଚାହାଣି ବାଙ୍କ ଚାହାଣି ତୋ ବାଙ୍କ ଚାହାଣି ଚାହାଣି ଦେଉଛି କଲିଜା ହାଣି ଦେଉଛି କଲିଜା ହାଣି । ଚାହାଣି ଚାହାଣି ବାଙ୍କ ଚାହାଣି ତୋ ବାଙ୍କ ଚାହାଣି ଚାହାଣି ଦେଉଛି କଲିଜା ହାଣି ହୋ କଲିଜା ହାଣି । ଠାଣି ପୁଣି ତ୍ରିଭଙ୍ଗି ଠାଣି କି ସୁନ୍ଦର ମୁରଲୀ ପାଣି ଆରେ ଠାଣି ପୁଣି ତ୍ରିଭଙ୍ଗି ଠାଣି କି ସୁନ୍ଦର ମୁରଲୀ ପାଣି । ମୁରଲୀ ମୋହନ କାହ୍ନା ହାଏ ରେ ତୋ ବଂଶୀ ସୁୁରେ ସୁରେ ପ୍ରୀତି ମୂର୍ଚ୍ଛନା ତୋ ବଂଶୀ ସୁୁରେ ସୁରେ ପ୍ରୀତି ମୂର୍ଚ୍ଛନା । ମୟୂର ଚୂଳିଆ କାହ୍ନା ହାଏ ହାଏ ରେ ହାଏ କଦମ୍ବ ମୂଳିଆ କାହ୍ନା । ହାଏ ହାଏ ରେ ହାଏ ତୋ ସା ଥି କାହ୍ନାରେ ପୀରତି କରି ହୋ ପୀରତି କରି ନିନ୍ଦାରେ ବୁଡିଲେ ବରଜ ନାରୀ ହୋ ବରଜ ନାରୀ ତୋ ସା ଥି କାହ୍ନାରେ ପୀରତି କରି ହୋ ପୀରତି କରି ନିନ୍ଦାରେ ବୁଡିଲେ ବରଜ ନାରୀ ବରଜ ନାରୀ ସେଇ ନିନ୍ଦା ଲାଗିଥାଉ ରେ ତୋ ପ୍ରେମ ରେ ଦିନ ଯାଉ ରେ ହୋ ସେଇ ନିନ୍ଦା ଲାଗିଥାଉ ରେ ତୋ ପ୍ରେମ ରେ ଦିନ ଯାଉ ରେ । ହୃଦୟ ବଲ୍ଲଭ କାହ୍ନା ହାଏ ରେ ତୋ ବିନା ଜୀବନର ମାନେ ହୁଏନା ତୋ ବିନା ଜୀବନର ମାନେ ହୁଏନା । ମୟୂର ଚୂଳିଆ କାହ୍ନା ହାଏ ହାଏ ରେ ହାଏ କଦମ୍ବ ମୂଳିଆ କାହ୍ନା ହାଏ ହାଏ ରେ ହାଏ ଯମୁନା କୂଳିଆ କାହ୍ନା ହାଏ ରେ ତୋ ଲାଗି ଜୁଆରିଆ ମନ ଯମୁନା ତୋ ଲାଗି ଜୁଆରିଆ ମନ ଯମୁନା । ରୁ ରୁ ରୁ ରୁ ରୁ