Rang Rasia

Rang Rasia

Bijay Anand Sahu, Monika Sahu

Альбом: Rang Rasia
Длительность: 3:39
Год: 2024
Скачать MP3

Текст песни

ଯେବେ ଯେବେ ଦେଖିଲି ଗୋରୀ ତୋର ଲାଲ୍ ବିନ୍ଦିଆ
ବିନ୍ଦିଆ
ବିନ୍ଦିଆ
ବିନ୍ଦିଆ
Ay
ଲାଲେ ଲାଲେ ଉଠନେ ତୁଇ ଲାଗସୁ ପୁରା ଗୁଡିଆ
ଗୁଡିଆ
ଗୁଡିଆ
ଗୁଡିଆ
ଆଛା
ହେ
ଯେବେ ଯେବେ ଦେଖିଲି ଗୋରୀ ତୋର ଲାଲ୍ ବିନ୍ଦିଆ
ଲାଲେ ଲାଲେ ଉଠନେ ତୁଇ ଲାଗସୁ ପୁରା ଗୁଡିଆ
ଖୁଲା ଖୁଲା ବାଲ୍ ନନୀ ତୁଇ ଚମ୍ପା ଫୁଲିଆ
ତମକୁ ଦେଖି କରି ଧନ ଲାଗୁଚି ନିଶା ଭଲିଆ
ରଙ୍ଗ୍ ରସିଆ
ଧନ ରଙ୍ଗ୍ ରସିଆ
ଖୁଲା ଖୁଲା ବାଲେ ତୁଇ ଡିକ୍ସୁ ବଢିଆ
ଶୁନିଯା ନା ଧନ ଶୁନିଯା ନା
ତୋର ପଛେ ଅଛନ୍ ପିଲା କେତେ ଦିୱାନା
ଫୁଲ ଫୁଲ ବାସ୍ନା ଫୁଲ
କୁଞ୍ଚିଚ ମଲ୍ଲି ଫୁଲ
ଆମକେ ଦେଖି କରି ତମେ ବାଲର ବେନି ଖୁଲ
ମୁଇଁ ଟିକେ ବଦମାସୀଆ
ଦେଖି ମୋତେ ସବହ୍ ବୋଲା
ଏତେ କଥା କହିଲି ଧନ ତମେ ଟିକେ कुछ तो बोलो
ତମକେ ସୁରମା ଦେଖେଇ ଦେମି
ମୋର ଗାଁ କେ ବୁଲେଇ ନେମି
DJ ଆମର୍ Beat ନେ ତତେ ନଚେଇ ଦେମୀ
ସୁରେ ସୁରେ ନାଚି ଦେବି ମୁଇଁ ହସି କରି
ମୋତେ ଟିକେ କହିଦେନା I Love You ବୋଲି
ହେ, ପିଲା ଗୋଟେ ମତେ ସବୁବେଳେ ଖାଲି
ଦିନ୍ ସାରା ମତେ ସତାଉଛେ
ନାଇଁ ଦିଏ ଧର ଯାଏନି ପଲା
ଦିଲ୍ ମୋ ନାଇଁ ମନୁଛେ
ଦେଖିଲା ଦିନୁ ତୋତେ
ଝୁମ୍କା ଲଗା ମୋତେ
ଧିରେ ଧିରେ ଭୁଲ୍ ମୋର୍ ବୁଝା ହେଉଛେ
ତୁଇ ପିଲାନ ପ୍ରିୟା ବାବୁ ନେଇଛ କେତେ पंगा
ଡରି ମରି କରି ମୁଇଁ ଥମି ଯାଉଛେ
କହୁଛେ ମୁଇଁ Sorry ବୋଲି
Sorry ବୋଲି
Sorry ବୋଲି
ଲଫଙ୍ଗା ପିଲା ନାଇ ହୁଏ ବୋଲି
ହୁଏ ବୋଲି
କହୁଛେ ମୁଇଁ Sorry ବୋଲି
Sorry ବୋଲି
Sorry ବୋଲି
ଲଫଙ୍ଗା ପିଲା ନାଇ ହୁଏ ବୋଲି
ହୁଏ ବୋଲି
ଜାନିଛେ ରେ ବାବୁ ତୁଇ ରଙ୍ଗ ରସିଆ
ରଙ୍ଗେଇ ରଙ୍ଗେଇ ରସେଇ ଦେଶୁ ତୁଇ ବଢିଆ
ପାଖେଇ ଆସି କହିଦେମି I Love You ବୋଲି
ଏବେ ମୁଁଇଁ ବନି ଗଲି ତମର ପ୍ରିୟା
ପ୍ରିୟା ପ୍ରିୟା ପ୍ରିୟା ତମର ପ୍ରିୟା
ପ୍ରିୟା ପ୍ରିୟା ପ୍ରିୟା ତମର ପ୍ରିୟା
ପ୍ରିୟା ପ୍ରିୟା ପ୍ରିୟା ତମର ପ୍ରିୟା
ପ୍ରିୟା ପ୍ରିୟା ପ୍ରିୟା ତମର ପ୍ରିୟା
ହେଇଗଲି ହେଇଗଲି ତମର ପ୍ରିୟା
ହେଇଗଲି ହେଇଗଲି ତମର ପ୍ରିୟା