Notice: file_put_contents(): Write of 669 bytes failed with errno=28 No space left on device in /www/wwwroot/karaokeplus.ru/system/url_helper.php on line 265
Humane Sagar - To Prema Helare Zaroori | Скачать MP3 бесплатно
To Prema Helare Zaroori

To Prema Helare Zaroori

Humane Sagar

Длительность: 4:32
Год: 2024
Скачать MP3

Текст песни

ସଜବାଜ ହେଇ ଏମିତି, ହସିଦେଉ ଯେବେ ମୁରୁକି
ଦରଦି ଏଇ ଛାତିରେ ହୁଏ ଜଖମ
ଚାହାନାହିଁ ଆଉ ଏମିତି, ଲାଜ ମୋତେ ମାରି ଦେଉଛି
ପ୍ରେମର ଏଇ ବୋଧେରେ ନୂଆ ସପନ

ପାଣି ବିନା ରହି ପାରେକି ମାଛ?
ଫୁଲ ବିନା ରହି ପାରେକି ବସନ୍ତ?
ମୁକ୍ତା ବିନା ଶାମୁକା କି ରହିପାରେ?
ତୋ ବିନା ଆଉ କିଛି ଚାହେଁନି ରେ

ହେଲି ତୋ ମନର ମୟୁରୀ

ତୋ ପ୍ରେମ ମୋ ପାଇଁ ହେଲାରେ ଜରୁରୀ
ତୋ ପ୍ରେମ ମୋ ପାଇଁ ହେଲା ଜରୁରୀ
ହୃଦୟ ତୋ ପାଖେ ଦେଲି ମୁଁ ହାଜିରି
ତୋ ପ୍ରେମ ମୋ ପାଇଁ ହେଲା ଜରୁରୀ

ତୋ ଆଖିତଳେ ମୁଁ ରହିଛିରେ, କଜଳ ଗାରଟେ ହେଇ
ହୋ, ମୋ ଭାଗ୍ୟରେ ତୁ ଚମକୁରେ, ପାପୁଲି ରେଖାଟେ ହେଇ

ମୁଁ ଯେବେ-ଯେବେ ନାଲି ବିନ୍ଦି ନାଏ
ଆଇନାରେ ତୋ ମୁହଁ ଦିଶି ଯାଏ
ମୁଁ ତୋ ପ୍ରେମରେ ଟିକେ ଝୁମିଯାଏ
ତୋ ପ୍ରେମ ଗୀତ ଗାଇ ବୁଲୁଥାଏ

ହେଇ ତୋ ସଙ୍ଗୀତ ବାସୁରି

ତୋ ପ୍ରେମ ମୋ ପାଇଁ ହେଲାରେ ଜରୁରୀ
ତୋ ପ୍ରେମ ମୋ ପାଇଁ ହେଲା ଜରୁରୀ
ହୃଦୟ ତୋ ପାଖେ ଦେଲି ମୁଁ ହାଜିରି
ତୋ ପ୍ରେମ ମୋ ପାଇଁ ହେଲା ଜରୁରୀ

ଆ-ଆ-ଆ-ଆ-ଆ
ଆ-ଆ-ଆ-ଆ-ଆ

ତୋ ଗାଁ ଦେଇ ଚାଲିଗଲେ ମୁଁ
ମୋ ମାଟିତ ଭିଯିତ ଯାଏ
ଓ, ତୋ ଘରବାଟେ ଚାହିଁଦେଲେ ମୁଁ
ପାଉଁଜି କଥା ମୋ କହେ

ତୁ ବରଷି ଯା ମେଘ ଟିଏ ହେଇ
ଦେ ମୋତେ ଟିକେ ରଙ୍ଗରେ ଭିଜେଇ
ମନ ମଉସୁମୀ ଆସିଛିକି ଫେରି?
ପ୍ରେମ କାଇଁ କରେ ଆଜି ଚୋରି ଚୋରି?

ହେଇ ତୋ ମନର ମୟୂରୀ

ତୋ ପ୍ରେମ ମୋ ପାଇଁ ହେଲାରେ ଜରୁରୀ
ତୋ ପ୍ରେମ ମୋ ପାଇଁ ହେଲା ଜରୁରୀ
ହଁ, ହୃଦୟ ତୋ ପାଖେ ଦେଲି ମୁଁ ହାଜିରି (ହୃଦୟ ତୋ ପାଖେ ଦେଲି ମୁଁ ହାଜିରି)
ତୋ ପ୍ରେମ ମୋ ପାଇଁ ହେଲା ଜରୁରୀ (ତୋ ପ୍ରେମ ମୋ ପାଇଁ ହେଲା ଜରୁରୀ)