Akashare Megha

Akashare Megha

Kumar Bapi

Длительность: 2:19
Год: 2025
Скачать MP3

Текст песни

ଆକାଶରେ ମେଘ ମୁଁ
ମେଘରେ ବରଷା ତୁ
ବରଷା, ବିଜୁଳି ମୁଁ
ବିଜୁଳି ଚମକ ତୁ

Oh my love
Oh my love
Oh my love
My love, my love, my love

ପାହାଡି ଝରଣା ମୁଁ
ଝରଣାର ନଈ ତୁ
ନଈରେ ନଉକା ମୁଁ
ନଉକା ନାଉରୀ ତୁ

Oh my love
Oh my love
Oh my love
My love, my love, my love