Kalabati
Mantu Chhuria, Aseema Panda, Sakti Prasad Mishra & Prabir Kumar Samal
4:31ସୁକୁମାରି, ହାଏ—ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା—ଶାରୀ ଆଲୋ ମୋ ସୁନା—ଶାରୀ, ଧରାଦବୁ କେବେ ଲୋ ଗୋରୀ? ତୋପାଇଁ ଖୋଲା ରଖିଛି ମୁଁ ପ୍ରେମ—ପଞ୍ଜୁରୀ ସୁକୁମାରି, ହାଏ—ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା—ଶାରୀ ତାନା—ନାନା, ନାନା—ନାନା—ନା—ନା—ନାନା ତାନା—ନାନା, ତାନା—ନାନା—ନାନା—ନା—ନା—ନା ଆରେ ମୋ ଯାଯାବର, ମୁଁ ତୋ ନୂଆ ଶିକାର ତୋପାଇଁ ଦର—ଆଉଜା ମୋ ମନ—ଦୁଆର ସୁକୁମାର, ହାଏ—ହାଏ, ସୁକୁମାର ସୁକୁମାର, ତୁ ମୋ ଯାଯାବର ତାନା—ନାନା, ନାନା—ନାନା—ନା—ନା—ନାନା ତାନା—ନାନା, ନାନା—ନାନା—ନାନା—ନା—ନା—ନା ଜହ୍ନ ରାଇଜର ବଇନା ଦେଇଛି, ତାରା ମୁଁ ଆଣିବି କିଣି ଦେହସାରା ତୋର ଖଞ୍ଜିଦେବି ଗୋରୀ, ଲାଗିବୁ ତୁ ପାଟରାଣୀ, ହାଁ ରାଜ ଉଆସରେ ଲୋଭ ନାହିଁ ମୋର, ବାହୁରେ ତୋ ଅଛି ଖୁସି ସେଇଠି ମୋ ପାଇଁ ସରଗର ତାରା ନୀଇତି ପଡନ୍ତି ଖସି ଆଲୋ ମୋ ସୁନା—ଶାରୀ, ଝିଅଟେ ଲୋ ଭାରି ନଖରୀ ତୋପାଇଁ ସାତ ଦରିଆ ମୁଁ ଯିବି ପହଁରି, ଲୋ ସୁକୁମାରି, ହାଏ—ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା—ଶାରୀ ତାନା—ନାନା, ନାନା—ନାନା—ନା—ନା—ନାନା ତାନା—ନାନା, ତାନା—ନାନା—ନାନା—ନା—ନା—ନା ତାନା—ନାନା, ନାନା—ନାନା—ନା—ନା—ନାନା ତାନା—ନାନା, ନାନା—ନାନା—ନାନା—ନା—ନା—ନା ସଞ୍ଜରେ ସାଜିବି ସାଧବ—ବୋହୁ ମୁଁ, ସପନରେ ଦେବି ଦେଖା ତୋ ମୋ ଭିତରେ କିଛି ତ ଘଟିବ, କହୁଛି ପାପୁଲି—ରେଖା ହାଁ, ଚଗଲା ମନକୁ ସମ୍ଭାଳି ରଖିବି, କେତେ ଦିନ ରଙ୍ଗବତୀ? ଭାବୁଛି ଏଥର शामियाना ବାନ୍ଧି ତୋ ଗାଁରେ କାଟିବି ରାତି ଆରେ ମୋ ଯାଯାବର, କରନାହିଁ ମୋ फ़िकर ତୋ ନାଁରେ ଲେଖିଦେଇଛି ମୋ ବାକି सफ़र ସୁକୁମାର, ହାଏ—ହାଏ, ସୁକୁମାର ସୁକୁମାର, ତୁ ମୋ ଯାଯାବର ସୁକୁମାରି, ହାଏ—ହାଏ, ସୁକୁମାରି ସୁକୁମାରି, ତୁ ମୋ ସୁନା—ଶାରୀ ତାନା—ନାନା, ନାନା—ନାନା—ନା—ନା—ନାନା ତାନା—ନାନା, ନାନା—ନାନା—ନାନା—ନା—ନା—ନା ତାନା—ନାନା (ସୁକୁମାରି), ନାନା—ନାନା—ନା—ନା—ନାନା ତାନା—ନାନା, ତାନା—ନାନା—ନାନା—ନା—ନା—ନା (ମୋ ସୁକୁମାରି)