Khali Padare
Muna Aziz
4:52ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ ମୁଁ ଚାଲିଯିବି ମଶାଣିକୁ ମୋର କଣ୍ଟାର କୋକେଇରେ ତୁ ଚାଲିଯିବୁ ତୋ ଶାଶୁଘର ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ ମୁଁ ଚାଲିଯିବି ମଶାଣିକୁ ମୋର କଣ୍ଟାର କୋକେଇରେ ତୁ ଶୋଇଥିବୁ ଚଉଠି ରାତିରେ ତୁ ଶୋଇଥିବୁ ଚଉଠି ରାତିରେ ରଜନୀଗନ୍ଧା ଶେଯରେ ମୁଁ ଶୋଇଥିବି ଜୁଇର ଖଟରେ, ନିଆଁର ବିଛଣାରେ ଯଦି ଆମ ପ୍ରେମ ସତ ହେଇଥିବ ଯଦି ଆମ ପ୍ରେମ ସତ ହେଇଥିବ ପୁଣି ଦେଖାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ ଟୋପାଏ ସିନ୍ଦୁର ଦେଇ ନାହିଁ ବୋଲି ହେଇଗଲି ସାତପର ଶଙ୍ଖାରୁ ଦି'ପଟ କିଣିଦେଇ ନାହିଁ, କହିପାରିବିନି ମୋର ରୋଷଣି କରି ମୁଁ ଯାଇନାହିଁ ବୋଲି ନାହିଁ ମୋର ଅଧିକାର ମତେ ଫାଶୀ ଦେଇ ଆଉ କା' ଗଳାରେ ପିନ୍ଧେଇବୁ ଫୁଲହାର ଅଳପ ଦିନର ଗଳପ ଆମର ଅଳପ ଦିନର ଗଳପ ଆମର ପୁଣି ପୂରାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ ଭୁଲିଯିବୁ ମତେ, ଭୁଲିଯିବୁ ଧୀରେ ପଛକଥା ସବୁ ତୋର ଗୋଟି ଗୋଟି କରି ପୋଡ଼ିଦବୁ ଚିରି ହାତ ଲେଖା ଚିଠି ମୋର ଆଉ ଦେଖିବୁନି, ଖୋଜି ପାଇବୁନି ଚାଲିଯିବି ବହୁ ଦୂର ମୋ ସମାଧି ତଳେ ମୁଠାଏ ପାଉଁଶ ରହିଥିବ ସ୍ମୃତି ମୋର ଶେଷ ଇଚ୍ଛା ମୋର ଦେଖୁବି ମୁଁ ତତେ ଶେଷ ଇଚ୍ଛା ମୋର ଦେଖୁବି ମୁଁ ତତେ ଶେଷଥର ଏଇ ଜୀବନରେ ପୁଣି ଦେଖାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ ମୁଁ ଚାଲିଯିବି ମଶାଣିକୁ ମୋର କଣ୍ଟାର କୋକେଇରେ ତୁ ଚାଲିଯିବୁ ତୋ ଶାଶୁଘର ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ ମୁଁ ଚାଲିଯିବି ମଶାଣିକୁ ମୋର କଣ୍ଟାର କୋକେଇରେ ତୁ ଶୋଇଥିବୁ ଚଉଠି ରାତିରେ ତୁ ଶୋଇଥିବୁ ଚଉଠି ରାତିରେ ରଜନୀଗନ୍ଧା ଶେଯରେ ମୁଁ ଶୋଇଥିବି ଜୁଇର ଖଟରେ, ନିଆଁର ବିଛଣାରେ ଯଦି ଆମ ପ୍ରେମ ସତ ହେଇଥିବ ଯଦି ଆମ ପ୍ରେମ ସତ ହେଇଥିବ ପୁଣି ଦେଖାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ