Chhi Chhi Chhi Re Nani

Chhi Chhi Chhi Re Nani

Satya Adhikari

Альбом: Baliphul
Длительность: 3:34
Год: 2025
Скачать MP3

Текст песни

ଛି-ଛି, ଛି ରେ ନନୀ ଛି
ଛି-ଛି, ଛି ରେ ନନୀ, ଛି ରେ, ଛି ରେ, ଛି
ଛି-ଛି, ଛି ରେ ନନୀ ଛି
ଛି-ଛି, ଛି ରେ ନନୀ, ଛି ରେ, ଛି ରେ, ଛି

ସରତେ ଦିନର୍ ସାଙ୍ଗ୍ ହେବା କାଜେ ଫଜଲ୍ ନେଇ ରେଲୁ
ସରତେ ଦିନର୍ ସାଙ୍ଗ୍ ହେବା କାଜେ ଫଜଲ୍ ନେଇ ରେଲୁ
ବଞ୍ଜାରୁଣୀ ମା'ର୍ ପାଖେ ଯାଇ ନିୟମ କରି ରେଲୁ
ଗଲାଗଲା ଯାକ ତୋର୍ ହେବି ବୋଲି କେତେକଥା କହି ରେଲୁ

ମୁଇଁ ଗାଁ ଯାଇକିରି ଆସଲା ବେଲେ
କେନ୍ତା ପାସରି ଦେଲୁ ରେ ନନୀ? ଛି, ଛି, ଛି
ଛି-ଛି, ଛି ରେ ନନୀ ଛି
ଛି-ଛି, ଛି ରେ ନନୀ, ଛି ରେ, ଛି ରେ, ଛି

ଧନକେ ଦେଖଲୁ ତୁଇ ନନୀ ସିନା ମନକେ ଚିହ୍ନିଲୁ ନାଇଁ
ସୁନାକେ ଚିନଲୁ, ବାନାକେ ଚିନଲୁ, ମନୁଷ ଚିନଲୁ ନାଇଁ
ଧନ୍ ନାଇଁ ବୋଲି ମୋର୍ ପାଖେ ନନୀ ତାର୍ କାଛେ ଉଠିଗଲୁ
ଧନ୍ ଅଛେ ସିନା ମନ୍ ନାଇଁ ତାକେ ତୁଇ ଯାନି ନ ପାରଲୁ

ଗୋଟେ ଦିନ ମିଶା ଜଗିଦେଲୁ ନାଇଁ, କେଡେ କଥା କରିଦେଲୁ

ମୁଇଁ ଗାଁ ଯାଇକିରି ଆସଲା ବେଲେ
କେନ୍ତା ପାସରି ଦେଲୁ ରେ ନନୀ? ଛି, ଛି, ଛି
ଛି-ଛି, ଛି ରେ ନନୀ ଛି
ଛି-ଛି, ଛି ରେ ନନୀ, ଛି ରେ, ଛି ରେ, ଛି

ତୋର୍ କାଥା ଧରି ଋଣ୍ ବାଡି ଧରି ସବୁକଥା କରିଥିଲି
ମାଲି, ମୁଦି, ଗୁନ, ପାଁଏରି, ପାଝଲ ସବୁକିଛି ଦେଇ ଥିଲି
ତୋର୍ କାଥା ଧରି ଋଣ୍ ବାଡି ଧରି ସବୁକଥା କରିଥିଲି
ମାଲି, ମୁଦି, ଗୁନ, ପାଁଏରି ପାଝଲ ସବୁକିଛି ଦେଇ ଥିଲି

ତତେ ଶ୍ରଦ୍ଧା ବୋଲି ରଙ୍ଗ ଫଟାଏ କାନି ସଙ୍ଗେ ଦେଇ ରେଲି ଘରେ
ଭୋଜିଭାତ ଲାଗି ଛେଲି ମେଣ୍ଢା କିଣି ରଖିଦେଲି ଆମର୍ ଘରେ

ନସାଇ ଦେଲୁ ନନୀ ସବୁ ଆଶା ମୋର, କାୟ ଦୁଃଖ ତୁଇ ଦେଲୁ?

ମୁଇଁ ଗାଁ ଯାଇକିରି ଆସଲା ବେଲେ
କେନ୍ତା ପାସରି ଦେଲୁ ରେ ନନୀ? ଛି, ଛି, ଛି
ଛି-ଛି, ଛି ରେ ନନୀ ଛି
ଛି-ଛି, ଛି ରେ ନନୀ, ଛି ରେ, ଛି ରେ, ଛି

ଛି-ଛି, ଛି ରେ, ଛି ରେ, ଛି
ଛି-ଛି, ଛି ରେ ନନୀ, ଛି ରେ, ଛି ରେ, ଛି