E Phula Aau Phaguna
Shakti Mishra
4:35ହେ, ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ଜହ୍ନପରି ତା ମୁହଁ, ଫୁଲପରି ତା ଦେହ ଜହ୍ନପରି ତା ମୁହଁ, ଫୁଲପରି ତା ଦେହ ମତେ ଭଲ ପାଇଛି ସେଇ ଝିଅଟି ମତେ ଭଲ ପାଇଛି ସେଇ ଝିଅଟି ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ସାତରଙ୍ଗେ ଇନ୍ଦ୍ରଧନୁ ଛବି ଆଙ୍କେ ପଣତରେ ବରଷା ଭିଜା ତା ଦେହ ନିଆଁ ଲାଗେ ଶ୍ରାବଣରେ ହୋ, ସାତରଙ୍ଗେ ଇନ୍ଦ୍ରଧନୁ ଛବି ଆଙ୍କେ ପଣତରେ ବରଷା ଭିଜା ତା ଦେହ ନିଆଁ ଲାଗେ ଶ୍ରାବଣରେ ମତେ ରାତି ଜଗାଇ, ମୋର ନିଦ ଚୋରାଇ ମତେ ରାତି ଜଗାଇ, ମୋର ନିଦ ଚୋରାଇ ଏଇ ମନ ନେଇଛି ସେଇ ଝିଅଟି ଏଇ ମନ ନେଇଛି ସେଇ ଝିଅଟି ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ନିଦୁଆ ଆଖିରେ ତାର ଅବୁଝା ଇଶାରା କେତେ ମେଘୁଆ ପଣତ ତାର ପାଗଳ କରିଛି ମତେ ହୋ, ନିଦୁଆ ଆଖିରେ ତାର ଅବୁଝା ଇଶାରା କେତେ ମେଘୁଆ ପଣତ ତାର ପାଗଳ କରିଛି ମତେ କେବେ ଫୁଲରେ ସାଜି, କେବେ ମେଘରେ ଭିଜି କେବେ ଫୁଲରେ ସାଜି, କେବେ ମେଘରେ ଭିଜି ମନ ଚୋରି କରିଛି ସେଇ ଝିଅଟି ମନ ଚୋରି କରିଛି ସେଇ ଝିଅଟି ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ଅଳ୍ପ ତାର ଓଠରେ ପ୍ରୀତି ଗଳ୍ପ କହେ ଆଖି ଦୁଇଟି ଜହ୍ନପରି ତା ମୁହଁ, ଫୁଲପରି ତା ଦେହ ଜହ୍ନପରି ତା ମୁହଁ, ଫୁଲପରି ତା ଦେହ ମତେ ଭଲ ପାଇଛି ସେଇ ଝିଅଟି ମତେ ଭଲ ପାଇଛି ସେଇ ଝିଅଟି ମତେ ଭଲ ପାଇଛି ସେଇ ଝିଅଟି