Nila Nayana

Nila Nayana

Shakti Mishra

Альбом: Nila Nayana
Длительность: 5:44
Год: 2025
Скачать MP3

Текст песни

ନୀଳ-ନୟନା
ନୀଳ-ନୟନା
ନୀଳ-ନୟନା

ତମ ଆଖିରୁ ନେଇଛି ଆକାଶ ନୀଳ, ଆଗୋ ନୀଳ-ନୟନା
ତମ ଆଖିରୁ ନେଇଛି ଆକାଶ ନୀଳ, ଆଗୋ ନୀଳ-ନୟନା

ସେଇ ନିଳୀମାରେ ଯିବି ହଜି
ଆଉ ଫେରି ଚାହଁନା

ଆଗୋ ନୀଳ-ନୟନା
ତମ ଆଖିରୁ ନେଇଛି ଆକାଶ ନୀଳ, ଆଗୋ ନୀଳ-ନୟନା

ସେଇ ନିଳୀମାରେ ଯିବି ହଜି
ଆଉ ଫେରି ଚାହଁନା

ଆଗୋ ନୀଳ-ନୟନା
ତମ ଆଖିରୁ ନେଇଛି ଆକାଶ ନୀଳ, ଆଗୋ ନୀଳ-ନୟନା, ହୋ-ହୋ-ହୋ

ହେହେ-ହେ-ହେ
ତମ ଓଠରୁ ନେଇଛି ଗୋଲାପ ନାଲି
ରାଜହଂସୀ ତ ନେଇଛି ତମଠୁ ଚାଲି
ହେହେ-ହେ-ହେ
ନଈ ନେଇଛି ତମର ସବୁ ଅଳସ
ଫୁଲ ନେଇଛି ତମର ଷୋଳ ବୟସ

ମେଘ ନେଇଛି ତମର ଆଖି କଜଳ, ଆଗୋ ନୀଳ-ନୟନା

ସେଇ କଜଳରେ ଯିବି ଲୁଚି
ଆଉ ଫେରି ଚାହଁନା

ଆଗୋ ନୀଳ-ନୟନା
ତମ ଆଖିରୁ ନେଇଛି ଆକାଶ ନୀଳ, ଆଗୋ ନୀଳ-ନୟନା, ହୋ-ହୋ-ହୋ

ହେହେ-ହେ-ହେ
ତମ ହସରୁ ନେଇଛି ମହୁର ମହୁ
କଳା କୋଇଲି ନେଇଛି କଥାରୁ କୁହୁ
ହେହେ-ହେ-ହେ
ଜହ୍ନ ନେଇଛି ତମର ରୂପ ଲାବଣ୍ୟ
କଇଁ ନେଇଛି ତମର ଅବୁଝା ମନ

ବନ ହରିଣୀ ନେଇଛି ତମ ଚାହାଣୀ, ଆଗୋ ନୀଳ-ନୟନା

ସେଇ ଚାହାଣୀ ରେ ଯିବି ମରି
ଆଉ ଫେରି ଚାହଁନା

ଆଗୋ ନୀଳ-ନୟନା
ତମ ଆଖିରୁ ନେଇଛି ଆକାଶ ନୀଳ, ଆଗୋ ନୀଳ-ନୟନା

ସେଇ ନିଳୀମାରେ ଯିବି ହଜି
ଆଉ ଫେରି ଚାହଁନା

ଆଗୋ ନୀଳ-ନୟନା
ତମ ଆଖିରୁ ନେଇଛି ଆକାଶ ନୀଳ, ଆଗୋ ନୀଳ-ନୟନା

ସେଇ ନିଳୀମାରେ ଯିବି ହଜି
ଆଉ ଫେରି ଚାହଁନା

ଆଗୋ ନୀଳ-ନୟନା
ଆଗୋ ନୀଳ-ନୟନା
ଆଗୋ ନୀଳ-ନୟନା
ଆଗୋ ନୀଳ-ନୟନା