To Hata Dhari Mu

To Hata Dhari Mu

Shakti Mishra

Альбом: Bou The Mother
Длительность: 4:55
Год: 2020
Скачать MP3

Текст песни

ବୋଉ, ତୁ ସତରେ କେତେ ମହାନ୍
ଦଶମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହି ମତେ ଜନ୍ମ ଦେଲୁ
ତୋ ଆଖିରେ ମୁଁ ଦୁନିଆଁ ଦେଖିଲି
ତୋରି ପଣତ ତଳେ ମୁଁ ବଡ଼ ହେଲି
ଆଉ ତୋରି ହାତଧରି ଏଇ ଦୁନିଆଁରେ ମୁଁ ଚାଲି ଶିଖିଲି

ତୋ ହାତଧରି ମୁଁ ଚାଲି ଶିଖିଛି
ପଣତ ତଳେ ତୋ ବଡ଼ ହେଇଛି
ତୋ ହାତଧରି ମୁଁ ଚାଲି ଶିଖିଛି
ପଣତ ତଳେ ତୋ ବଡ଼ ହେଇଛି
ମାଆ, ଏ ମୋର ମାଆ
ମୁଁ ତୋର ସନ୍ତାନ
ମାଆ, ଏ ମୋର ମାଆ
ମୁଁ ତୋର ସନ୍ତାନ

କଣ୍ଟା ହୁଏ ଫୁଲ ତୋ ନାଁ ଧରିଲେ
ଦିନସାରା ଶୁଭ ତୋ ମୁଁହ ଚାହିଁଲେ
କଣ୍ଟା ହୁଏ ଫୁଲ ତୋ ନାଁ ଧରିଲେ
ଦିନସାରା ଶୁଭ ତୋ ମୁଁହ ଚାହିଁଲେ

ନିତି ତୋର ପୂଜାକରେ ପୂଜା କରୁଥିବି
ତୁ ଥିଲେ କହ କାଇଁ ମନ୍ଦିର ମୁଁ ଯିବି

ତୋ ରୂପରେ ସବୁ ଦିଅଁ ଖୋଜି ପାଇଛି

ତୋ ହାତଧରି ମୁଁ ଚାଲି ଶିଖିଛି
ପଣତ ତଳେ ତୋ ବଡ଼ ହେଇଛି
ତୋ ହାତଧରି ମୁଁ ଚାଲି ଶିଖିଛି
ପଣତ ତଳେ ତୋ ବଡ଼ ହେଇଛି
ମାଆ, ଏ ମୋର ମାଆ
ମୁଁ ତୋର ସନ୍ତାନ
ମାଆ, ଏ ମୋର ମାଆ
ମୁଁ ତୋର ସନ୍ତାନ

ସୁଖ ସରେନାହିଁ ତୁ ଥିଲେ ପାଖରେ
ନିଦ ଆସେନାହିଁ ତୁ ଥିଲେ ଦୂରରେ
ସୁଖ ସରେନାହିଁ ତୁ ଥିଲେ ପାଖରେ
ନିଦ ଆସେନାହିଁ ତୁ ଥିଲେ ଦୂରରେ

ତୋ ଖୁସିରେ ମୋ ଖୁସି ତୋ ଦୁଃଖରେ ଦୁଃଖୀ
ସାତସିନ୍ଧୁ ଡେଇଁଯିବି ତୁ ଦେଲେ ଡ଼ାକି

ସରଗ ତୋ ପାଦତଳେ ଖୋଜିପାଇଛି

ତୋ ହାତଧରି ମୁଁ ଚାଲି ଶିଖିଛି
ପଣତ ତଳେ ତୋ ବଡ଼ ହେଇଛି
ତୋ ହାତଧରି ମୁଁ ଚାଲି ଶିଖିଛି
ପଣତ ତଳେ ତୋ ବଡ଼ ହେଇଛି
ମାଆ, ଏ ମୋର ମାଆ
ମୁଁ ତୋର ସନ୍ତାନ
ମାଆ, ଏ ମୋର ମାଆ
ମୁଁ ତୋର ସନ୍ତାନ