Paida Bhitare Pani
Sonu Nigam
5:22ଆଜି ନହେଲେ ଏ ଦୁନିଆ କାଲି କହିବ ତୋର ମୋର କାଳିଆରେ କେମନ୍ତ ଭାବ ଆଜି ନହେଲେ ଏ ଦୁନିଆ କାଲି କହିବ ତୋର ମୋର କାଳିଆରେ କେମନ୍ତ ଭାବ ଏ ଶରଧାବାଲି ସହିପାରେ ନ ସହିପାରେ ଏ ସିଂହଦୁଆର ସହିପାରେ ନ ସହିପାରେ ହେଲେ ତୋର ମୋର କାଳିଆରେ ଏ ଭାବ ଥିବ ଆଜି ନହେଲେ... ଆଜି ନହେଲେ ଏ ଦୁନିଆ କାଲି କହିବ ତୋର ମୋର କାଳିଆରେ କେମନ୍ତ ଭାବ ତୋର ମୋର ଭାବ କ୍ଷୀର ନୀରଠୁ ବଳି ତୁ ହେଲେ ଆଲୁଅ ମୁଁ ଛାଇ ତୋହରି ତୋର ମୋର ଭାବ କ୍ଷୀର ନୀରଠୁ ବଳି ତୁ ହେଲେ ଆଲୁଅ ମୁଁ ଛାଇ ତୋହରି କେହି ପାରିବେନି ମୋତେ ପର କରି ଯଦି କାଳିଆ ତୋ ରହିଥିବ ଡୋରି ତୋର ମୋର ଭାବ କ୍ଷୀର ନୀରଠୁ ବଳି ତୁ ହେଲେ ଆଲୁଅ ମୁଁ ଛାଇ ତୋହରି ଏ ବଡଦାଣ୍ଡ ସହିପାରେ ନ ସହିପାରେ ଏ କଳ୍ପବଟ ସହିପାରେ ନ ସହିପାରେ ହେଲେ ତୋର ମୋର କାଳିଆରେ ଏ ଭାବ ଥିବ ଆଜି ନହେଲେ... ଆଜି ନହେଲେ ଏ ଦୁନିଆ କାଲି କହିବ ତୋର ମୋର କାଳିଆରେ କେମନ୍ତ ଭାବ ମୋ ଆଖିର ଲୁହ ଝରିଯାଏ ତୋ ପାଇଁ ରତନ ବେଦିରୁ ହାତ ଦେ ବଢେଇ ମୋ ଆଖିର ଲୁହ ଝରିଯାଏ ତୋ ପାଇଁ ରତନ ବେଦିରୁ ହାତ ଦେ ବଢେଇ କେହି କହିବେନି ମୋର କେହି ନାହିଁ ଯଦି ଚକାଆଖି ରହିଥିବ ଚାହିଁ ମୋ ଆଖିର ଲୁହ ଝରିଯାଏ ତୋ ପାଇଁ ରତନ ବେଦିରୁ ହାତ ଦେ ବଢେଇ ଏ ବଡ଼ଦେଉଳ ସହିପାରେ ନ ସହିପାରେ ଏ ଗରୁଡ଼ ଖମ୍ବ ସହିପାରେ ନ ସହିପାରେ ହେଲେ ତୋର ମୋର କାଳିଆରେ ଏ ଭାବ ଥିବ ଆଜି ନହେଲେ... ଆଜି ନହେଲେ ଏ ଦୁନିଆ କାଲି କହିବ ତୋର ମୋର କାଳିଆରେ କେମନ୍ତ ଭାବ ଆଜି ନହେଲେ ଏ ଦୁନିଆ କାଲି କହିବ ତୋର ମୋର କାଳିଆରେ କେମନ୍ତ ଭାବ