Malliphula Kanchana
Bhuban Mahanand
4:15Subhasis Mohakud, Sanju Mohanty, James Surfuddin, Nirmal Nayak, And Abhijit Majumdar
M- (ହସ) F1- ଆଲୋ ଝୁମ୍ପୁରି ବୋଉ ଏ ଗୁରେଇ ମାଇଁ ଆଲୋ ଆସ ଆସ ଆସ ଆସ ଆସ ଆସ ଦେଖିବ ଆସ, ଏ ଆସ ବା F2- ଏ ନାନୀ କଣ ହେଇଛି କି ଲୋ ? F1- ଇଲୋ, କାକୁଡି ବାଡ଼ିରେ ପଶିଲା ଲୋ କାଡୁ କାଡୁ କରି ଖାଇଲା ଲୋ ଏ ଗହୀରି ବିଲରେ ହିଡ ଡେଇଁ ଡେଇଁ ପାଳ ଭୂତ ପରି ଚାହିଁଲା ଲୋ F2- ଆଲୋ କିଏ ବା ? F1- ସେଇ ବାଡ଼ି ପୋଡା, ଗାତ ପଶା M- ହେଇତିନି ଶଙ୍କରା କକା ଏ ଧଡ଼ିଆ ଅଜା ଏ ଗଲା ଗଲା ଗଲା କଦଳୀ କାନ୍ଧି ଟା ଗଲା ଧରି ପଳେଇଲା ସର୍ବନାଶ ତାକୁ ବାଘ ଖାଆନ୍ତା କି ଏ ଶଗଡ଼ ପଛରେ ଧାଇଁଲାରେ ଏ ଦେଖ ଦେଖ ଦେଖ ଦେଖ ବଳଦ ଲାଙ୍ଗୁଡ଼ ଧାଇଁଲାରେ କୋଉଠି ଥିଲା ଏ ଡିହ ବାଳୁଙ୍ଗା ଟା ଗାଁ ର ଇଜ୍ଜତ ସାଇଲାରେ F1- ଏ ଉଇଜଳା ଟା ହେଲେ ମରନ୍ତା (ଗୀତ) Ch- ଆଇଲା ଆଇଲା ଅନନ୍ତା ଖାଇଲା ଖାଇଲା ଅନନ୍ତା ହାଣ୍ଡି ଗିଳା ଅନନ୍ତା ଧୁନ୍ଦୁଲୁ ପେଟା ଅନନ୍ତା (୦) +++++++++ M. ହେଇ ଦେଖୁନୁ ମତେ କେମିତି ରାମ୍ପୁଡ଼ି ଦେଲା F. ଛାଡ୍ ଛାଡ୍ ରେ ପୁଅ ଏ ଯେତେ ଉତୁପାତ ହଉଛି ହଉ ତା ଠୁ ହୁସିଆରି ଟିକେ ରୁହ ଅନାନି, ଦଉଡି ଆସିବ ବୁଢ଼ୀ ଅସୁରୁଣୀ ଚଁ ଚଁ କରି ରକତ ପିଇବ ଝୁଣି ପକେଇବ ଦିହ M. ନ ଦେଖିଲା ଲୋକ ଦେଖ ବୁଢ଼ୀ ବୟସରେ ପୁଅ ବେଇଛି ଅନାନି ଅନା, କେତେ ହଉଛି ଲୋ ରଙ୍କ ଗେହ୍ଲା ପୁଅ ତାର କେତେ ଉଦୁରୁଛା କାହା କଛା ଖୋଲେ ଟାଣେ କା ଗାମୁଛା ହେଇ ଗଲା ଗଲା ଛେକରେ M1- ଇଛା ହଉଛି ତା ଗାଲ ଫଟେଇ ଦିଅନ୍ତି, ଯାହା ହେଲେ ପଛେ ହୁଅନ୍ତା M2- ଆରେ ଧୀରି କିନା କହ, ଧୀରି କିନା କହ ତା ବୋଉ ଚୋବେଇ ପକେଇବ ଜୀଅନ୍ତା F- ଏ ଯୋଗଣିଖିଆ ହେଲେ ମରନ୍ତା (ଗୀତ) Ch- ଉତୁପାତିଆ ବିଛୁଆତିଆ ଅନନ୍ତା ଶଇ ତାନିଆ ଅନନ୍ତା ନିଆଁ ଗିଳା ଅନନ୍ତା (୧)