Pal Pal Tate Chahen

Pal Pal Tate Chahen

Swayam Padhi & Rajnandini

Длительность: 5:07
Год: 2022
Скачать MP3

Текст песни

ଛାତିରେ ନିଃଶ୍ୱାସ ଚାଲେ ଯେତିକି ଥର
ଆଖିରେ ପଲକ ପଡେ ଯେତିକି ଥର
ଛାତିରେ ନିଃଶ୍ୱାସ ଚାଲେ ଯେତିକି ଥର
ଆଖିରେ ପଲକ ପଡେ ଯେତିକି ଥର

ଓଠ ମୋର ସେତେ ଥର
ଖୋଜେ କାଇଁ ନାଆଁ ତୋର?

ହୋ, ପଚାରିଲେ ଏଇ ମନ କହେ

पल-पल ତତେ ଚାହେଁ
ଓ, पल-पल ତତେ ଚାହେଁ
पल-पल ତତେ ଚାହେଁ
ଓ, पल-पल ତତେ ଚାହେଁ

ହଁ, ତୋର ମୋର ଏ କେମିତି ସମ୍ପର୍କର ଆରମ୍ଭ?
ମନକଥା କହିବାକୁ ଓଠ ରହେ ନୀରବ
ହୋ, ତୋର ସେଇ ନିରବତା ମତେ କହି ସାରିଛି
ତୋ ଲାଜ ମୋ ପାଇଁକି ପ୍ରେମ ହେଇ ଝରୁଛି

ପ୍ରେମରେ ଭାବନା ଥାଏ ଯେତିକି ଥର
ଭାବନାରେ ମନ ହଜେ ଯେତିକି ଥର
ଇଛା ହୁଏ ସେତେଥର ଗପିବାକୁ ସାଥି ତୋର

ହୋ, ପଚାରିଲେ ହୃଦୟ ମୋ କହେ

पल-पल ତତେ ଚାହେଁ
ଓ, पल-पल ତତେ ଚାହେଁ
पल-पल ତତେ ଚାହେଁ
ଓ, पल-पल ତତେ ଚାହେଁ

ଜାଣେନା ମୁଁ କଉଠୁ ଏ ପ୍ରେମପକ୍ଷୀ ଆଇଲା
କେବେଠାରୁ ତୋ ମନରେ ମନ ମୋର ରହିଲା
ହଁ, ଯେବେଠାରୁ ବୟସକୁ ପ୍ରେମ ଋତୁ ଛୁଇଁଲା
ମିଠା-ମିଠା ତୋ ସ୍ବପ୍ନରେ ରାତି ମୋର ପାହିଲା

ରାତିରେ ମୋ ନିଦ ଭାଙ୍ଗେ ଯେତିକି ଥର
ସ୍ପନ୍ଦନ ମୋ ଖୋଜେ ତତେ ଯେତିକି ଥର
ବଳକା ଜୀବନ ମୋର ତୋ ସାଥିରେ ସେତେଥର

ହଁ, ଜିଇଁବାକୁ ମରିବାକୁ ଚାହେଁ

पल-पल ତତେ ଚାହେଁ
ଓ, पल-पल ତତେ ଚାହେଁ
पल-पल ତତେ ଚାହେଁ
ଓ, पल-पल ତତେ ଚାହେଁ