Dekh Dekh

Dekh Dekh

Vinod Rathod & Pmila Jain

Длительность: 4:47
Год: 2016
Скачать MP3

Текст песни

देख, देख, देख, देख, देख ले, हाँ—हाँ, देख ले
हाँ, चख, चख, चख, चख, चख ले, हाँ—हाँ—हाँ, चख ले
देख, देख, देख, देख, देख ले, हाँ—हाँ, देख ले
चख, चख, चख, चख, चख ले, हाँ, चख ले
अरे—रे—रे, देख, देख, देख, देख, देख ले, हाँ, देख ले
हाँ, चख, चख, चख, चख, चख ले, अरे, चख ले
ହେ, ଆଲୋ ମୋ ଚିକିଣି, ମାଲ୍ ତୁ ଦକ୍ଷିଣୀ, ଚାରୁ—ଛୋଲା
ଆରେ ମୋ ରାଜା (ହେ—ହେ), ପାଖକୁ आजा
ହଁ, ଆରେ ମୋ ରାଜା ପାଖକୁ आजा
मौसम गीला—गीला, ପ୍ରେମ ହେଇଯାଉ ଖୁଲ୍ଲମ୍—ଖୁଲା
ଆରେ ମୋ ରାଜା ପାଖକୁ आजा
मौसम गीला—गीला, ହେ, ପ୍ରେମ ହେଇଯାଉ ଖୁଲ୍ଲମ୍—ଖୁଲା, ହାଁ
(ଚିକିନିଟା, ଚିକିନିଟା ନନୀ ଚିକିନିଟା)
(ଏ ଚିକିନିଟା, ଚିକିନିଟା ନନୀ ଚିକିନିଟା)
(ହାଏ ଲୋ—ଲୋ, ଖପରା ଖୋଲ ଚାକଚା—ଚାକଚା—ଚାକଚା)
କଉ ଗଳି ବାଟେ ଆସିଲ ମାଡି?
କିଏ ସେକିଦେଲା କଉଠି ରୁଟି?
ଧକଧକ ହେଲା କାହାର ଛାତିରେ
ଜୁଲି, ମିଲି, ଡଲି, ମାଧୁରୀ, ମାଲା
ଖୋଲିଦେଲା ମଣି double ତାଲା
ସବୁ ଗଡ଼ବଡ଼ ଆଜି ରାତିରେ
କଉ ଗଳି ବାଟେ ଆସିଲ ମାଡି?
କିଏ ସେକିଦେଲା କଉଠି ରୁଟି?
ଧକଧକ ହେଲା କାହାର ଛାତିରେ
ଜୁଲି, ମିଲି, ଡଲି, ମାଧୁରୀ, ମାଲା
ଖୋଲିଦେଲା ମଣି double ତାଲା
ସବୁ ଗଡ଼ବଡ଼ ଆଜି ରାତିରେ
ଆରେ ମୋ ରଙ୍ଗିଲା, ଦିଲ୍ ମୋର୍ ମାଗିଲା cola—cola
ଆରେ, ଆଲୋ ମୋ ରାଣୀ, अफ़ीम ଖଣି
ଆଲୋ ମୋ ରାଣୀ, अफ़ीम ଖଣି
क़िस्मत ଝାଲାମାଲା, ପ୍ରେମ ହେଇଯାଉ ଖୁଲ୍ଲମ୍—ଖୁଲା
ଆରେ ମୋ ରାଜା ପାଖକୁ आजा
मौसम गीला—गीला, ହେ, ପ୍ରେମ ହେଇଯାଉ ଖୁଲ୍ଲମ୍—ଖୁଲା
ମନ ଛଟପଟ, bottle ଖାଲି
ରାତିସାରା କାଲି shutter ଖୋଲି
ମନ ନେଇଗଲା ଛପନ छोरी ରେ
ହାଏ, ଫଡଫଡ ମୋର ଡେଇଁଲା ଆଖି
କିଏ ପଡିଗଲା ଅଳପ ଚାଖି?
ସକସକ ହେଲା କାହାର ନାଳି ରେ?
ହେ, ମନ ଛଟପଟ, bottle ଖାଲି
ରାତିସାରା କାଲି shutter ଖୋଲି
ମନ ନେଇଗଲା ଛପନ छोरी ରେ
ହାଏ, ଫଡଫଡ ମୋର ଡେଇଁଲା ଆଖି
କିଏ ପଡିଗଲା ଅଳପ ଚାଖି?
ସକସକ ହେଲା କାହାର ନାଳି ରେ?
ଫସିଲା ନଖରି, ନାଲିଆ ଠିକିରି, ମଧୁବାଲା
ଆରେ ମୋ ବାବୁ (ଏ—ହେ), ଏ ତୋର ଡ଼ାବୁ
ଆରେ ମୋ ବାବୁ, ଏ ତୋର ଡ଼ାବୁ
लैला କି मुन्नी, शीला, ରେ, ପ୍ରେମ ହେଇଯାଉ ଖୁଲ୍ଲମ୍—ଖୁଲା
ଆରେ ମୋ ବାବୁ, ଏ ତୋର ଡ଼ାବୁ
लैला କି मुन्नी, शीला, ରେ, ପ୍ରେମ ହେଇଯାଉ ଖୁଲ୍ଲମ୍—ଖୁଲା
ହାଁ, ଆରେ, ମୋ ରାଣୀ, अफ़ीम ଖଣି
क़िस्मत ଝାଲାମାଲା, ପ୍ରେମ ହେଇଯାଉ ଖୁଲ୍ଲମ୍—ଖୁଲା, ହାଁ
ଏଇ, ଆରେ ମୋ ରାଜା ପାଖକୁ आजा
मौसम गीला—गीला, ହେ, ପ୍ରେମ ହେଇଗଲା ଖୁଲ୍ଲମ୍—ଖୁଲା, ହାଁ