Balika Badhu
Babul Supriyo
6:01ଆକାଶେ ପବନ ପବନରେ ଚିଠି ଚିଠିରେ ଲେଖୁଛି ମୁଁ Hey, I wanna love you, love you Hey, I wanna love you, love you Hey, I wanna love you, love you Hey, I wanna love you, love you ଥରୁଟିଏ ଆ' କହିଦେଇ ଯା' ବନ୍ଧୁ କି ବାନ୍ଧବୀ ତୁ Hey, I wanna love you, love you Hey, I wanna love you, love you Hey, I wanna love you, love you Hey, I wanna love you, love you (I wanna love you, love you) ମନେ-ମନେ ତତେ ଭଲପାଏ କେତେ ହେଲେ କହିପାରେ ନାହିଁ କରିଦେଲେ ମନା, ମନ ହବ ଚୁନା ଏ ଛାତି ସହିବ ନାହିଁ (I wanna love you, love you) ମନେ-ମନେ ତତେ ଭଲପାଏ କେତେ ହେଲେ କହିପାରେ ନାହିଁ କରିଦେଲେ ମନା, ମନ ହବ ଚୁନା ଏ ଛାତି ସହିବ ନାହିଁ ଛାତିରେ ହୃଦୟ ହୁଁ, ହୃଦୟରେ ପ୍ରେମ ପ୍ରେମରେ ପଡ଼ିଛି ମୁଁ Hey, I wanna love you, love you Hey, I wanna love you, love you Hey, I wanna love you, love you Hey, I wanna love you, love you (I wanna love you, love you) ଭାବେ ବେଳେ-ବେଳେ ନ କହିଲେ କାଳେ ଆଉ କିଏ କହିଦବ ସୁନା ଝିଅଟିଏ ତତେ ଆଉ କିଏ ଏ ଆଖିରୁ ନେଇଯିବ (I wanna love you, love you) ଭାବେ ବେଳେ-ବେଳେ ନ କହିଲେ କାଳେ ଆଉ କିଏ କହିଦବ ସୁନା ଝିଅଟିଏ ତତେ ଆଉ କିଏ ଏ ଆଖିରୁ ନେଇଯିବ ଏ ଆଖିରେ ନିଦ ନିଦରେ ସପନ ସପନ ଦେଖୁଛି ମୁଁ Hey, I wanna love you, love you Hey, I wanna love you, love you Hey, I wanna love you, love you Hey, I wanna love you, love you