Tora E Hasare
Kumar Bapi
5:09Feel my love ମୋତେ ଗାଳି ଦେଇପାରୁ, ଘୃଣା ତୁ ଦେଇପାରୁ ହୁଏତ ମୋ ପ୍ରେମ ପାପ ତୋ ପାଇଁ ମୋତେ ଦୋଷ ଦେଇପାରୁ, ବିଷ ତୁ ଦେଇପାରୁ ହୁଏତ ମୋ ପ୍ରେମ କଣ୍ଟା ତୋ ପାଇଁ ଭୁଲ ତୁ ବୁଝିପାରୁ, ମୋତେ ଭୁଲି ଯାଇପାରୁ ତଥାପି କହୁଛି ମୁଁ ଭଲପାଏ, ଭଲପାଏ Feel my love Feel my love Feel my love Feel my love ମୋତେ ଗାଳି ଦେଇପାରୁ, ଘୃଣା ତୁ କରିପାରୁ ମୋତେ ଗାଳି ଦେଇପାରୁ, ଘୃଣା ତୁ କରିପାରୁ ସତରେ ହଉ ଅବା ସ୍ୱପ୍ନରେ feel my love ଛଳନା ନାହିଁ ମୋ ପ୍ରେମରେ feel my love ଗଲେ ତୁ ଯା ଦୁରେ ତଥାପି feel my love ଅଛୁ ତୁ ମୋ ମନେ, please feel my love ହୁଏତ ଜାଗା ନାହିଁ ତୋ ମନେ ମୋ ପାଇଁ ହୁଏତ ବାଲିଘର ମୋ ମନ ତୋ ପାଇଁ ତଥାପି କହୁଛି ମୁଁ ଭଲପାଏ, ଭଲପାଏ Feel my love Feel my love Feel my love Feel my love ମୋତେ ଗାଳି ଦେଇପାରୁ, ଘୃଣା ତୁ ଦେଇପାରୁ ହୁଏତ ମୋ ପ୍ରେମ ପାପ ତୋ ପାଇଁ ପାଖରେ ହଉ ଅବା ଦୂରରେ feel my love ଝୁଲେଇ ଦେଲେବି ଫାଶୀରେ feel my love ଗଲେ ତୁ ଯିବୁ ରାଗି feel my love ଏ ପ୍ରେମ ତୋ ଲାଗି, please feel my love ପାଦର ଧୂଳି ଟିଏ ମୁଁ ତୋର ବାଟରେ ପାଗଳ ପ୍ରେମି ଟିଏ ମୁଁ ତୋର ପ୍ରେମରେ ଏତିକି ଜାଣିଛି ମୁଁ ଭଲପାଏ, ଭଲପାଏ Feel my love Feel my love ମୋତେ ଗାଳି ଦେଇପାରୁ (ମୋତେ ଗାଳି ଦେଇପାରୁ) ଘୃଣା ତୁ ଦେଇପାରୁ (ଘୃଣା ତୁ ଦେଇପାରୁ) ମୋତେ ଗାଳି ଦେଇପାରୁ, ଘୃଣା ତୁ ଦେଇପାରୁ ହୁଏତ ମୋ ପ୍ରେମ ପାପ ତୋ ପାଇ Feel my love (my love, my love)