Nila Nayana
Shakti Mishra
5:44ଚାଲୁ-ଚାଲୁ ତୁ ଝୁଣ୍ଟୁଛୁ ହାତନଖ ତୁ ଖୁଣ୍ଟୁଛୁ ହେ, ଚାଲୁ-ଚାଲୁ ତୁ ଝୁଣ୍ଟୁଛୁ ହାତନଖ ତୁ ଖୁଣ୍ଟୁଛୁ କାହାକଥା ଏତେ ଭାବୁଛୁ? ହାଏ, କାହାକଥା ଏତେ ଭାବୁଛୁ? ଝରକା କହିଲେ, କବାଟ ଖୋଲୁଛୁ ଝରକା କହିଲେ, କବାଟ ଖୋଲୁଛୁ କାହାକଥା ଏତେ ଭାବୁଛୁ? ତୁ କାହାକଥା ଏତେ ଭାବୁଛୁ? ଫୁଲ ତୋଳିବାକୁ ଯାଇ ପତ୍ର ଆଣୁଛୁ ଅଙ୍କ କଷୁ-କଷୁ ଖାଲି ଚିତ୍ର ଆଙ୍କୁଛୁ ହୋ, ଫୁଲ ତୋଳିବାକୁ ଯାଇ ପତ୍ର ଆଣୁଛୁ ଅଙ୍କ କଷୁ-କଷୁ ଖାଲି ଚିତ୍ର ଆଙ୍କୁଛୁ ଆଖିର କଜଳ ପାଦରେ ନାଉଛୁ ଆଖିର କଜଳ ପାଦରେ ନାଉଛୁ କାହାକଥା ଏତେ ଭାବୁଛୁ? ତୁ କାହାକଥା ଏତେ ଭାବୁଛୁ? ଆଜିକାଲି ଦିନରେ ତୁ ଜହ୍ନ ଖୋଜୁଛୁ ସତକହ କାହାକୁ ତୁ ମନ ଦେଇଛୁ ହୋ, ଆଜିକାଲି ଦିନରେ ତୁ ଜହ୍ନ ଖୋଜୁଛୁ ସତକହ କାହାକୁ ତୁ ମନ ଦେଇଛୁ ପାଦର ପାଉଁଜି ମଥାରେ ପିନ୍ଧୁଛୁ ପାଦର ପାଉଁଜି ମଥାରେ ପିନ୍ଧୁଛୁ କାହାକଥା ଏତେ ଭାବୁଛୁ? ତୁ କାହାକଥା ଏତେ ଭାବୁଛୁ? ଚାଲୁ-ଚାଲୁ ତୁ ଝୁଣ୍ଟୁଛୁ ହାତନଖ ତୁ ଖୁଣ୍ଟୁଛୁ ହେ, ଚାଲୁ-ଚାଲୁ ତୁ ଝୁଣ୍ଟୁଛୁ ହାତନଖ ତୁ ଖୁଣ୍ଟୁଛୁ କାହାକଥା ଏତେ ଭାବୁଛୁ? ହେ, କାହାକଥା ଏତେ ଭାବୁଛୁ? ଝରକା କହିଲେ, କବାଟ ଖୋଲୁଛୁ ଝରକା କହିଲେ, କବାଟ ଖୋଲୁଛୁ କାହାକଥା ଏତେ ଭାବୁଛୁ? ତୁ କାହାକଥା ଏତେ ଭାବୁଛୁ?