Tum Jo Bane Hamdard Hamare
Anuradha Paudwal, Mohammed Aziz, Naresh Sharma, And Indeevar
4:43ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ । ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ । ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ । ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ । ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ । ଆରେ ମୋ ମନ ମୋହନ ଆରେ ମୋ ଜୀବ ଜୀବନ ଆରେ ମୋ ହୃଦ ଚନ୍ଦନ ,ତୋ ବିନା ନାହିଁ ସପନ । ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ । ଏ ଦୁନିଆ ଦିଶେ ସୁନ୍ଦର କେତେବେଳେ ପାଂଚେ ପନ୍ଦର ତୁ ଏକା ସାଖୀ ମୋର ହସ ଲୁହର .....(୨) ଆରେ ମୋ ବଂଶୀ ବଦନ ଆରେ ମୋ ରାଧା ରତନ ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ । ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।ା