O My Love

O My Love

Kumar Bapi

Длительность: 4:16
Год: 2005
Скачать MP3

Текст песни

ଆକାଶରେ ମେଘ ମୁଁ
ମେଘରେ ବରଷା ତୁ
ବରଷା, ବିଜୁଳି ମୁଁ
ବିଜୁଳି ଚମକ ତୁ

Oh my love
Oh my love
Oh my love
My love, my love, my love

ପାହାଡି ଝରଣା ମୁଁ
ଝରଣାର ନଈ ତୁ
ନଈରେ ନଉକା ମୁଁ
ନଉକା ନାଉରୀ ତୁ

Oh my love
Oh my love
Oh my love
My love, my love, my love

ତୋ ମନ, ରୂପା ଜହ୍ନ
ଆଜି ଉଇଁ ଆସିଛି
ସେ ଜହ୍ନ, ମିଠା ଚିହ୍ନ
ମନ ସାରା ଦେଇଛି

ତୋ ଆଖି, ସୁନା ପକ୍ଷୀ
ମୋତେ ଡ଼ାକି ଆଣିଛି
ତା ଡ଼େଣା, ବାଟବଣା
ମୋତେ କରିଦେଇଛି

ବାଟର ବାଟୋଇ ମୁଁ
ବାଟୋଇର ଛାଇ ତୁ
ଛାଇର ଠିକଣା ମୁଁ
ଠିକଣାର ଶେଷ ତୁ

Oh my love (Oh my love)
Oh my love (Oh my love)
Oh my love (Oh my love)
My love, my love, my love (My love, my love, my love)

ଏ ଋତୁ, ପ୍ରେମଋତୁ
ନୂଆ-ନୂଆ ଲାଗୁଛି
ତୋ ଛୁଆଁ, ମିଠା ନିଆଁ
ମୋତେ ଜାଳିଦଉଛି

ମୋ ହାତେ, ତାରା ସତେ
ଆଜି ଧରା ଦେଇଛି
ସେ ତାରା, ରାତି ସାରା
ନିଦ ଚୋରି କରୁଛି

ରାତିର ନିଦଟି ମୁଁ
ନିଦରେ ସପନ ତୁ
ସପନ ସାଧବ ମୁଁ
ସାଧବ ବୋହୁଟେ ତୁ

Oh my love (Oh my love)
Oh my love (Oh my love)
Oh my love (Oh my love)
My love, my love, my love (My love, my love, my love)

ହେ, ହା
ହେ, ହା(ହେ), ହା(ହେ), ହା(ହେ), ହା(ହେ)